ଗୃହକାର୍ଯ୍ୟ ଆରମ୍ଭରୁ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବେସନର ଆଜି ତୃତୀୟ ଦିନ । ଆଜି ବି ଆରମ୍ଭରୁ ଗୃହରେ ହଟ୍ଟଗୋଳ । ଚାଲିପାରିଲାନି ପ୍ରଶ୍ନକାଳ । ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ନିକଟରେ ନାରାବାଜି କରିଥିଲେ । ଦ୍ବିତୀୟ ଦିନରେ ଷ୍ଟାଫ୍ ସିଲେକ୍ସନ କମିଶନ…