Browsing Tag

Congress ex-mla

ଜେଲ ରୁ ମୁକୁଳୁଛନ୍ତି ଗଞ୍ଜାମ ଟାଇଗର, ଗଞ୍ଜାମ ରାଜନୀତି ସରଗରମ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଜେଲ ରୁ ମୁକୁଳୁଛନ୍ତି ଗଞ୍ଜାମ ଟାଇଗର ତଥା ସାନ ଖେମୁଣ୍ଡି ର ପୂର୍ବତନ ବହୁବଳୀ ବିଧାୟକ ରମେଶ ଜେନା । ଆଜି ତାଙ୍କୁ ଏସଡିଜିଏମ କୋଟ ରୁ ମିଳିଛି ଜାମିନ । ପୋଲିସ ତାଙ୍କ ନାଁ ରେ ଲଗାଇଥିଲା ୪୦ ରୁ ଉର୍ଦ୍ଧ କେସ । କେତେକ କେସ ରେ ନିର୍ଦୋଷରେ ସେ ଖଲାସ ହୋଇଥବା ବେଳେ ଆଉ…