Browsing Tag

complained to CEO

ପାଟକୁରାରେ ଖୋଲାଖୋଲି ହେଉଛି ମଦ କାରବାର ବିଜେଡି ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେପି

ଓଡିଶା ଫାଷ୍ଟ(ବ୍ୟୁରୋ): ଶନିବାର ପାଟକୁରାରେ ର୍ନିବାଚନ । ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ଗୁରୁବାର ସନ୍ଧ୍ୟାରୁ ପ୍ରଚାର ଶେଷ ହୋଇଛି । ହେଲେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ବିଜେଡି ବିଧାୟକ ଓ ନେତାମାନେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି । ପ୍ରଚାର…