ଘଣ୍ଟା ଘରେ ଆଣିଦିଏ ସକାରାତ୍ମକ ପରିସ୍ଥିତି
ପ୍ରକୃତରେ ସମୟ ବଡ ବଳବାନ । ବିତି ଯାଇଥଇବା ସମୟ କେବେ ଫେରି ଆସେନାହିଁ । ବାସ୍ତୁଶାସ୍ତ୍ର ଅନୁସାରେ ଘରର ପ୍ରତ୍ୟେକ ଜିନିଷର ପ୍ରଭାବ ଆମ ଜୀବନ ଉପରେ ପଡିଥାଏ । ସେଥିରୁ ଗୋଟିଏ ମୂଲ୍ୟବାନ ଜିନିଷ ହେଲା ଘଣ୍ଟା । ବାସ୍ତୁଶାସ୍ତ୍ର ଅନୁସାରେ ଘଣ୍ଟା ଆମ ଜୀବନରେ ସିଧା ପ୍ରଭାବ ପକାଇଥାଏ । ଏହା…