ବିରୋଧୀଙ୍କୁ ଚୁପ କରାଇଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିବୃତି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଦଳରେ ୫ଟି ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ବାରମ୍ବାର ସ୍ୱରତ୍ତୋଳନ କରୁଥିବା ବିରୋଧୀଙ୍କୁ ଚୁପ କରାଇଛି ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ।
ମୁଖ୍ୟମନ୍ତ୍ରୀ ଆଜି ନିଜ ବିବୃତିରେ କହିଛନ୍ତି, ମୋ ସରକାର…