ଚନ୍ଦ୍ରଯାନ-୩ର ବଡ଼ ସଫଳତା, ପ୍ରପଲ୍ସନ୍ ମଡ୍ୟୁଲ୍ରୁ ଅଲଗା ହେଲା ଲ୍ୟାଣ୍ଡର ବିକ୍ରମ
ଚନ୍ଦ୍ରଯାନ-୩ର ବଡ଼ ସଫଳତା। ଅଲଗା ହେଲା ଲ୍ୟାଣ୍ଡର ବିକ୍ରମ। ପ୍ରଜ୍ଞାନ ରୋଭର୍ରୁ ସଫଳତାର ସହ ଅଲଗା ହୋଇଛି। ଅଗଷ୍ଟ ୨୩ରେ ସପ୍ଟ ଲ୍ୟାଣ୍ଡିଂ ପାଇଁ ଲକ୍ଷ୍ୟ ରହିଛି। ୩୪ ଦିନ ଧରି ଏକାଠି ମହାକାଶ ଯାତ୍ରା କରିବା ପରେ ଗୁରୁବାର ଲ୍ୟାଣ୍ଡର୍ ବିକ୍ରମ ଏବଂ ପ୍ରପଲ୍ସନ୍ ମଡ୍ୟୁଲ୍ ପରସ୍ପରଠାରୁ…