ଟ୍ୱିଟରର ନୂଆ ସିଇଓ ପରାଗ ଅଗ୍ରୱାଲଙ୍କୁ ମିଳିବ ବଡ ପ୍ୟାକେଜ: ବାର୍ଷିକ ଏତିକି କୋଟି ଟଙ୍କା ସହ ବୋନସ
ଓଡ଼ିଶା ଫାଷ୍ଟ(ବ୍ୟୁରୋ) : ଟ୍ୱିଟରର ପୂର୍ବତନ ସିଇଓ ଜ୍ୟାକ ଡୋର୍ସି ପଦବୀ ଛାଡିବା ପରେ ସୋମବାର ଦିନ ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରୱାଲ ଟ୍ୱିଟର ସିଇଓ ନିଯୁକ୍ତ ହୋଇଛନ୍ତି। କମ୍ପାନୀର ବୋର୍ଡ କମ୍ପାନୀ ସିଟିଓ ପରାଗ ଅଗ୍ରୱାଲଙ୍କୁ ନୂଆ ସିଇଓ ଚୟନ କରିଛନ୍ତି। ସୋମବାର ଦିନ କମ୍ପାନୀର ଫାଇଲିଙ୍ଗ…