କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଅଶ୍ୱିନୀ ବୈଷ୍ଣବ, ନୋଡାଙ୍କୁ ଭେଟିଲେ ଟୁଡୁ
ଓଡ଼ିଶା ଫାଷ୍ଟ(ଜିତେନ୍ଦ୍ର ମହାନ୍ତି): କିଛି ସମୟ ମଧ୍ୟରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଘଟିବ । ଏହି ସମୟରେ ଓଡିଶାରୁ ବିଜେଡି ସହଯୋଗ ରେ ବିଜେପି ସାଂସଦ ହୋଇଥିବା ଅଶ୍ୱିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ତାଙ୍କ ମନ୍ତ୍ରୀପଦ ପ୍ରାପ୍ତିର ସୂଚନା ବୋଲି ଚର୍ଚ୍ଚା ଜୋର…