Browsing Tag

Cattle trader

ଗୋରୁ ଚାଲାଣ, ୧୧ ଗିରଫ ସହ ୫ ପିକ୍ଅପ ଭ୍ୟାନ ଜବତ

ଯଶୀପୁର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବେଆଇନ ଗୋରୁ ଚାଲାଣ ବେଳେ ୩୦ରୁ ଅଧିକ ଗୋରୁ ଏବଂ ୫ ପିକ୍ଅପ ଭ୍ୟାନ ଜବତ ସହ ୧୧ ଗୋରୁ ବେପାରୀ ଅଟକ । ଯଶୀପୁର କୁ ବେଆଇନ ଗୋରୁ ଚାଲାଣ ହେଉଥିବା ଖବର ପାଇ ରାମଚନ୍ଦ୍ରପୁର ଥାନାରେ ନୂତନ ଭାବେ ନିଯୁକ୍ତ ହୋଇଥିବା ଆଇପିଏସ୍ ଅଫିସର ୟସ ପ୍ରତାପ ସିମଲ ହସନପୁର…