ନୀଳଗିରି ବ୍ଲକ୍ ଆଗରେ ବିଜେପିର ଧାରଣା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାରା ରାଜ୍ୟରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛି ବିଜେପି । ଏନେଇ ସାରା ରାଜ୍ୟରେ ବ୍ଲକ୍ ଆଗରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସେହିଭଳି ଶୁକ୍ରବାର ନୀଳଗିରି ବ୍ଲକ୍ ଆଗରେ ସ୍ଥାନୀୟ ବିଜେପି ବିଧାୟକ ଇଂ ସୁକାନ୍ତ…