Browsing Tag

BJD Gas Price Hike Massive Protest BJD

ଆଜିଠୁ ବିଜେଡ଼ିର ବିକ୍ଷୋଭ, ୩ ଦିନ ଗ୍ୟାସ ପାଇଁ ଗର୍ଜନ

ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ଆଜିଠୁ ଗର୍ଜିବ ବିଜେଡି । ଚଳିବନି କେନ୍ଦ୍ରର ମନ୍‌ମାନି । ବର୍ଦ୍ଧିତ ଗ୍ୟାସ ଦର ପ୍ରତିବାଦରେ ଆଜିଠୁ ୩ଦିନ ଧରି ବିକ୍ଷୋଭ କରିବ ବିଜେଡି । ରାସ୍ତାକୁ ଓହ୍ଲାଇବେ ବିଜେଡି ଯୁବ, ଛାତ୍ର ଓ ମହିଳା ସଂଗଠନ । ଆର୍‌ଡିସି ଓ ବ୍ଲକ୍ ଅଫିସ୍ ସମ୍ମୁଖରେ ଧାରଣା…