୫୦ପ୍ରତିଶତ ଲୋକଙ୍କ ଠାରେ ରହିଛି ହାଇ ବିପି, ଏଥିରୁ ୧୭% କେବଳ ଯୁବ ବର୍ଗ
ଦେଶରେ ଉଚ୍ଚ ରକ୍ତଚାପ ରୋଗୀଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗଙ୍କ ‘ଇଣ୍ଡିଆ ହାଇପରଟେନସିଭ କଣ୍ଟ୍ରୋଲ ଇନିସିଏଟିଭ’ (ଆଇଏଚସିଇ) ଙ୍କ ଏକ ସର୍ଭେକ୍ଷଣରୁ ଏହା ଜଣାପଡିଛି। ଏଥିଲାଗି ଚଳାଯାଇଥିବା ଅଭିଯାନରୁ ଅନୁନ୍ୟ ୫୦ ପ୍ରତିଶତ ଲୋକେ ଉଚ୍ଚ ରକ୍ତଚାପ ଜନିତ ସମସ୍ୟାରେ…