Browsing Tag

Bhubaneswar

ବନ୍ଧହେଲା କେବିଏନ ଗ୍ରୁପ ମୁଖ୍ୟ ବୁବୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀ ଛାତି ଉପରେ ଆତଙ୍କରାଜ ସୃଷ୍ଟି କରିଥିବା କୋଇ ଭି ନହିଁ (କେବିଏନ୍‌) ଗ୍ରୁପ୍‌ର ମାଷ୍ଟର ମାଇଣ୍ଡ ବୁବୁ ଜେନା ଶେଷରେ ବନ୍ଧା ହୋଇଛି। ଏହି ଗ୍ରୁପ୍‌ର ୯ ସଦସ୍ୟଙ୍କୁ ପୂର୍ବରୁ କମିଶନରେଟ ପୁଲିସ୍‌ ବାନ୍ଧି ସାରିଥିବାବେଳେ ବୁବୁକୁ ଖୁଜୁଥିଲା। ଏଥିପାଇଁ…

ରାଜଧାନୀ ସଂକ୍ରମଣରେ ଲାଗିବ ବ୍ରେକ୍: କଠୋର ହେଲା କମିଶନରେଟ୍ ପୁଲିସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଦେଖାଦେଲାଣି ତୃତୀୟ ଲହର ଆଶଙ୍କା। ଦୈନିକ ନୂଆ ନୂଆ କେସ୍ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏପରିକି ରାଜ୍ୟରେ କରୋନା ପାରା ବି ଉପରମୁହାଁ ହେବାରେ ଲାଗିଛି। ଏହାରି ଭିତରେ ସରକାର ନାଇଟ କର୍ଫ୍ୟୁ ଲଗାଇଛନ୍ତି। ଆଜି ରାତି ୯ଟାରୁ ଏହି ନାଇଟ କର୍ଫ୍ୟୁ…

ଏକାମ୍ର ଅଞ୍ଚଳର ବିକାଶ ଭୁବନେଶ୍ବରର ଗରିମାକୁ ଆହୁରି ବୃଦ୍ଧି କରିବ – ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବରର ଏକାମ୍ର ଅଞ୍ଚଳରେ ୧୦୩ କୋଟି ଟଙ୍କା ବିନିଯୋଗରେ ୧୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ଏକାମ୍ର ଅଞ୍ଚଳର ବିକାଶ ପାଇଁ ପୁରୁଣା ଭୁବନେଶ୍ବରରେ ୨୪ ଘଣ୍ଟିଆ ଗୁଣାତ୍ମକ ପାନୀୟ ଜଳ ଯୋଗାଣ, ଧଉଳି ଶାନ୍ତିସ୍ତୂପର ପୁନରୁଦ୍ଧାର ଓ…

କୋଟିପତି ଅଙ୍ଗନବାଡି ଦିଦି, ୬ଟି ସ୍ଥାନରେ ଚଢ଼ଉ

ଭିଜିଲାନ୍ସ ଜାଲରେ କୋଟିପତି ଅଙ୍ଗନବାଡି ଦିଦି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଜାନ୍ସ ପକ୍ଷରୁ ଚଢ଼ଉ କରାଯାଉଛି। ଉକ୍ତ ଅଙ୍ଗନବାଡି କର୍ମୀ ହେଉଛନ୍ତି କବିତା ମାଥ। ସେ କରୋଡକଣ୍ଟା ଅଙ୍ଗନବାଡି ସେଣ୍ଟରରେ କାର୍ଯ୍ୟ କରନ୍ତି। ଭିଜିଲାନ୍ସ ପକ୍ଷରୁ ତାଙ୍କ ବାସଭବନ ସମେତ ଏକାକାଳୀନ…

ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ପଶ୍ଚିମ ଓଡ଼ିଶା, ବିକାଶ ପାଇଁ ଗଠନ ହେବ ନୂଆ ବିଭାଗ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଶ୍ଚିମ ଓଡ଼ିଶାକୁ ଅଣଦେଖା କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗମ୍ଭୀରତା ସହ ନେଇଛନ୍ତି । ଏଥର ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ପଶ୍ଚିମ ଓଡ଼ିଶା ରହିବା ନେଇ ଚର୍ଚ୍ଚା ଜୋର ଧରିଛି । ଖୁବଶୀଘ୍ର ପଶ୍ଚିମ ଓଡ଼ିଶା…

ଏକାମ୍ରରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ ଗତକାଲି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ୱାର୍ଡ ନଂ ୫୬ ର ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମରେ ସ୍ଥାନୀୟ ବାସିନ୍ଦାଙ୍କୁ ସଚେତନ ରହିବା ଡେଙ୍ଗୁକୁ ହରାଇବା ,ପରିବେଶକୁ ପରିସ୍କାର…

ପର ପୁରୁଷ ସହ ସମ୍ପର୍କ ରଖିବାକୁ ନାବାଳିକା ଝିଅକୁ ବାଧ୍ୟ କରୁଛି ମା’

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପର ପୁରୁଷ ସହ ସମ୍ପର୍କ ରଖିବାକୁ ନାବାଳିକା ଝିଅକୁ ବାଧ୍ୟ କରୁଛି ମା'। ଏହା କୌଣସି ଦୂର ଦୁରାନ୍ତ ଅଞ୍ଚଳର କଥା ନୁହେଁ । ଏହା ଘଟିଛି ରାଜଧାନୀ ଭୁବନେଶ୍ବରରେ । ଯିଏ ସାମାନ୍ୟ କିଛିଟା ଟଙ୍କା ପାଇଁ ନିଜ ଜନ୍ମ କଲା ନାବାଳିକା ଝିଅକୁ ବେଶ୍ୟା ବୃତ୍ତି କରିବାକୁ ବାଧ୍ୟ…

ଡେଙ୍ଗୁ ସଚେତନତା ରଥ ବୁଲେଇ ଲୋକଙ୍କୁ ସଚେତନ କରୁଛି ଯୁବ ଉତ୍କଳ ଫାଉଣ୍ଡେସନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ଓ ଏହାର ଆଖପାଖ ଅଂଚଳରେ ବ୍ୟାପୁଥିବା ଡେଙ୍ଗୁ ରୋଗ ପାଇଁ ଲୋକଙ୍କୁ ସଚେତନ କରିବା ଲାଗି ଅଂଟା ଭିଡିଛନ୍ତି ଯୁବ ଉତ୍କଳ ଫାଉଣ୍ଡେସନର ସଦସ୍ୟମାନେ । ସେମାନେ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ମୋ ଗଳି ମୋ ଦାୟିତ୍ୱ କାର୍ଯ୍ୟକ୍ରମ ଅଧିନରେ…

ଭୁବନେଶ୍ୱର ମାଷ୍ଟର କ୍ୟାଂଟିନ ଛକରେ ୨ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଅପରାଧ । ପୋଲିସ ଭୟ ନାହିଁ ଅପରାଧିଙ୍କର । ସତେଯେମିତି କମିଶନରେଟ ପୋଲିସ ସାଜିଛି ନିରବ ଦ୍ରଷ୍ଟା । ଆଜି ଭୁବନେଶ୍ୱରରେ ମାଷ୍ଟର କ୍ୟାଂଟିନ ଛକ ରାସ୍ତା ଉପରେ ୨ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଗୁରୁତର…

ରସିକିଆ ବିଲଡର ଧନୀ ଝିଅ ଦେଖି କରୁଥିଲେ ବିବାହ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରର ଜଣେ ରସିକିଆ ବିଲଡର ପ୍ରିୟବ୍ରତ ମିଶ୍ରଙ୍କ କାରନାମା ସାମ୍ନାକୁ ଆସିଛି । ପ୍ରିୟବ୍ରତ ମିଛ କହି ପ୍ରେମ ଜାଲରେ ଫାଶୀ କରିଛନ୍ତି ଏକାଧିକ ଧନୀ ଯୁବତୀଙ୍କୁ ବିବାହ । ଏହାକୁ ନେଇ ମହିଳା ଥାନାରେ ଅଭିଯୋଗ ହେବାପରେ କମିଶନରେଟ ପୋଲିସ ତାଙ୍କୁ ଗିରଫ କରିଛି ।…