ଶାରୀରିକ ସମ୍ପର୍କ ରଖିବା ପରେ କାହିଁକି ଯାନ୍ତି ପରିସ୍ରା, ଏହା ପଛରେ କ’ଣ ରହିଛି କାରଣ ?
ଏକ ନିର୍ଦ୍ଦିଷ୍ଟ ବୟସ ଅତିକ୍ରମ କରିବା ପରେ ଶରୀର ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ଶାରୀରିକ ସମ୍ପର୍କ ଗଢ଼ିବା ଜରୁରୀ ଅଟେ, କିନ୍ତୁ ଏପରି କରିବାବେଳେ ଯଦି ଆପଣ ହାଇଜୀନ ବା ସ୍ୱଚ୍ଛତାର ଧ୍ୟାନ ନ ରଖନ୍ତି, ତେବେ ଏହା ଏକ ସମସ୍ୟା ହୋଇପାରେ । ଶାରୀରିକ ସମ୍ପର୍କ ଗଢ଼ିବା ସମୟରେ କିଛି ସତର୍କତା…