Browsing Tag

Bajaj company former chairman passed away

ବଜାଜ କମ୍ପାନୀର ପୂର୍ବତନ ଚେୟାରମ୍ୟାନ୍ ରାହୁଲ ବଜାଜଙ୍କ ପରଲୋକ

ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଖ୍ୟାତ ଉଦ୍ୟୋଗପତି ରାହୁଲ ବଜାଜଙ୍କର ଆଜି ପୁଣେ ରେ ଦେହାନ୍ତ ଘଟିଛି । ସ୍ବର୍ଗତ ରାହୁଲ ବଜାଜ କମ୍ପାନୀର ପୂର୍ବତନ ଚେୟାରମ୍ୟାନ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ଅନେକ ଦିନରୁ ସେ କର୍କଟ ରୋଗରେ ପୀଡିତ ଥିଲେ । ସୂଚନା…