ଚିଲିକା ଉଡାଣ କୁ ନେଇ ଭିଡ଼ିଓ ଜାରି କଲେ ବୈଜୟନ୍ତ, ପଢନ୍ତୁ କଣ କହିଲେ …
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀ ସଦର ଥାନାରେ ହାଜର ହେଲେ ଇମ୍ଫା ଅଧିକାରୀ । ଚିଲିକା ଉପରେ ବେଆଇନ ଭାବେ ହେଲିକପ୍ଟର ଉଡାଇବା ମାମଲାରେ ହାଜର ହୋଇଛନ୍ତି ଇମ୍ଫା ଅଧିକାରୀ । ପୂର୍ବରୁ ଏନେଇ ହାଜିର ହେବାକୁ ପୁରୀ ସଦର ଥାନାରୁ ନୋଟିସ ଜାରି କରାଯାଇଥିଲା । ପୋଲିସ ଇମ୍ପାର ଅଧିକାରୀଙ୍କୁ…