Browsing Tag

baba-dhableswars-peetha-refused-plastic-kaudias-cannot-bring-plastic-pots-and-bahungi

ବାବା ଧବଳେଶ୍ଵର ପୀଠକୁ ପ୍ଲାଷ୍ଟିକ ମନା; କାଉଡ଼ିଆମାନେ ପ୍ଲାଷ୍ଟିକ କଳସ ଓ ବାହୁଙ୍ଗୀ ଆଣିପାରିବେନି

ଆଉ ମାତ୍ର ଦିନ କେଇଟା ପରେ ଶ୍ରାବଣ ମାସ ଆରମ୍ଭ । ଶୈବପୀଠ ମାନଙ୍କରେ ଜଳଲାଗି କରିବେ ଶ୍ରଦ୍ଧାଳୁ । ଏଥିପାଇଁ ଆଠଗଡ଼ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠରେ ସରିଲା ଶ୍ରାବଣ ମାସ ପାଇଁ ପ୍ରସ୍ତୁତି ବୈଠକ । ଆଠଗଡ ତହସିଲଦାରଙ୍କ ଅଧ୍ୟକ୍ଷତରେ ହୋଇଥିଲା ବୈଠକ । ତେବେ ଏହି ବୈଠକରେ…