ଧ୍ୟାନ ମୁଦ୍ରାରେ କେଜ୍ରିୱାଲ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ସାରା ଦେଶ ପାଇଁ ପ୍ରାର୍ଥନା କରିଛନ୍ତି । ସକାଳ ୧୦ ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଲଗାତର ୭ ଘଣ୍ଟା ଧରି ସେ ଧ୍ୟାନରେ ବସିବା ଆରମ୍ଭ କରିଛନ୍ତି । ଦେଶର ଶୁଭ ମନାସୀ ସେ ଏଭଳି କରିଛନ୍ତି । ଏହାସହ ସେ ଧ୍ୟାନରେ ବସିବା ପୂର୍ବରୁ ରାଜଘାଟ ଯାଇ…