ଜେଲ୍ ୱାର୍ଡରଙ୍କ ବାଇକ ନେଇ କଏଦୀ ଫେରାର !
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜେଲ୍ ୱାର୍ଡରଙ୍କ ବାଇକ ନେଇ କଏଦୀ ଫେରାର । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା କାରାଗାରରେ । ଆଜି ଫୁଲବାଣୀ ଟାଉନ୍ ଥାନାରେ ଏନେଇ ଅଭିଯୋଗ କରାଯାଇଛି ।
ସୂଚନା ଅନୁଯାୟୀ, ଦାରିଙ୍ଗବାଡ଼ି ଅଞ୍ଚଳର ଗୋପୀନାଥ ନାୟକ ନାମକ ଜଣେ କଏଦୀ ଗତକାଲି ସନ୍ଧ୍ୟାରେ ଜେଲ୍…