Browsing Tag

amphan

ଲଘୁଚାପ ଆଜି ବାତ୍ୟା ରୂପ ନେଇପାରେ: ସ୍ୱତନ୍ତ୍ର ରିଲିଫ୍ କମିସନର୍

ଓଡ଼ିଶାଫାଷ୍ଟ(ବ୍ୟୁରୋ): ଲଘୁଚାପ ଅବପାତ ରୂପ ନେଇଛି। ଏହା ଆଜି ବାତ୍ୟା ରୂପ ନେଇପାରେ ବୋଲି ସ୍ୱତନ୍ତ୍ର ରିଲିଫ୍ କମିସନର୍ ପ୍ରଦୀପ କୁମାର ଜେନା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏବେ ପାରାଦୀପର ଦକ୍ଷିଣରେ ୧୦୬୦ କିମି ଦୂରରେ ରହିଥିବା ନେଇ ସେ ସୂଚନା ଦେଇଛନ୍ତି। ଏବେ ଏହା ଘଣ୍ଟାକୁ…