ଆମେରିକାର ଏୟାର ଷ୍ଟ୍ରାଇକ୍, ୫୦୦ରୁ ଅଧିକ ତାଲିବାନ ଆତଙ୍କବାଦୀ ନିହତ
(ଓଡ଼ିଶା ଫାଷ୍ଟ ): ଆଫଗାନିସ୍ତାନରେ ଚାଲିଥିବା ତାଲିବାନର ଆତଙ୍କରାଜ ଉପରେ ଆମେରିକା ଏୟାର ଷ୍ଟ୍ରାଇକ୍ କରିଛି । ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର ପରେ ବି ୟୁଏସ ତାଲିବାନର ଆତଙ୍କକୁ ପ୍ରଶ୍ରୟ ଦେବାକୁ ଚାହୁଁନାହିଁ । ରବିବାର ୟୁଏସର ଲଢୁଆ ବିମାନ ବି-୫୨ ବମ୍ବରରୁ ଆତଙ୍କବାଦୀଙ୍କ ଉପରେ…