ପ୍ଲାଷ୍ଟିକ୍ ଦେଲେ ମିଳିବ ଆହାର
ପ୍ଲାଷ୍ଟିକ ମୁକ୍ତ ଓଡିଶା ଗଠନ ପାଇଁ ବିଏମସି ଆଣ୍ଟା ଭିଡିଛି। ଏଣିକି ଅଧା କିଲୋ ବର୍ଜ୍ୟ ପ୍ଲାଷ୍ଟିକ ଦେଲେ ଆହାର କେନ୍ଦ୍ରରେ ମିଳିବ ମିଲ । ଭୁବନେଶ୍ୱରକୁ ପ୍ଲାଷ୍ଟିକମୁକ୍ତ କରିବା ସହ ଗରୀବ ଲୋକଙ୍କ ଖାଦ୍ୟ ଯୋଗାଇବାକୁ ଏକ ଅଭନବ ଉପାୟ କରିଛି ଭୁବନେଶ୍ୱର ମହାନଗର ନିଗମ ।
ମୁଁ ସଫେଇବାଲା…