Browsing Tag

Age was reduced to extend the service period

ପାଠ୍ୟ ପୁସ୍ତକ ଉତ୍ପାଦନ ଓ ବିପଣନ କାର୍ଯ୍ୟାଳୟରେ ବୟସ ଜାଲିଆତି,ଚାକିରି ଅବଧି ବଢ଼ାଇବାକୁ ବୟସ କମାଇଦେଲେ

ଭୁବନେଶ୍ବର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶା ପାଠ୍ୟ ପୁସ୍ତକ ଉତ୍ପାଦନ ଓ ବିପଣନ କାର୍ଯ୍ୟାଳୟ (ଟିବିପିଏମ୍)ରେ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି । ବେସରକାରୀ ଭାବେ କାମ କରିବା ପରେ ୨୦୧୪ ମସିହାରେ ଟେକ୍ଟବୁକ୍ ପ୍ରିଣ୍ଟିଂ ପ୍ରେସ୍ ମଜଦୁର ସଂଘ ସେମାନଙ୍କୁ…