Browsing Tag

aasemily

ଅଧାରୁ ସରିଲା ବିଧାନସଭା ଶୀତ ଅଧିବେଶନ, ୧୭ କାର୍ଯ୍ୟଦିବସ ଆଗରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହ ମୁଲତବୀ

ଶେଷ ହେଲା ବିଧାନସଭାର ଶୀତକାଳୀନ ଅଧିବେଶନ । ଗୋଟିଏ ଦିନ ବି ଚାଲି ପାରିଲାନି ଗୃହ । ମମିତା ଝଡ଼ରେ ଧୋଇଗଲା ଶୀତ କାଳୀନ ଅଧିବେଶନ । ୨୦ ଦିନ ପୂର୍ବରୁ ତଥା ୧୭ଟି କାର୍ଯ୍ୟ ଦିବସ ପୂର୍ବରୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ ରଖିଲେ ବାଚସ୍ପତି । ହାଉସର କୌଣସି ବିଜନେସ ନଥିବାରୁ…