ସାଲିଆ ସାହିରେ ବଡ଼ ଧରଣର ଚଢାଉ
ଆଗକୁ ପାର୍ବଣ । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି । ସେହିଭଳି ନିଶା କାରବାର ରୋକିବାକୁ ପୋଲିସ ପଦକ୍ଷେପ ନେଇଛି । ଭୁବନେଶ୍ୱର ସାଲିଆ ସାହିରେ ବଡ଼ ଧରଣର ଚଢାଉ କରାଯାଇଛି । ମାଦକ ଦ୍ରବ୍ୟ କାରବାର ସୁରାକ ପାଇ ଏହି ଚଢାଉ ହୋଇଛିି ।
ବସ୍ତିରେ…