ବେଆଇନ ବାଣ ଦୋକାନରେ ଚଢାଉ, ୯ ଗିରଫ
ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଥାନା ତରଫରୁ ବେଆଇନ ବାଣ କାରବାର ହେଉଥିବା ସ୍ଥାନରେ ପୋଲିସ ଚଢାଉ କରିଛି । ଏହି ଚଢାଉ ବେଳେ ବିଭିନ୍ନ ଥାନା ତରଫରୁ ବିପୁଳ ପରିମାଣର ବାଣ ଓ ବାଣ ତିଆରି ନିମନ୍ତେ ବ୍ୟବହୃତ ହେଉଥିବା ବାରୁଦ ଓ ଅନ୍ୟାନ୍ୟ…