ତଦନ୍ତରେ ଉତ୍କର୍ଷତା ପାଇଁ ୪ ଓଡ଼ିଆ ପୋଲିସ ଅଧକାରୀଙ୍କୁ କରାଯିବ ସମ୍ମାନିତ
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ତଦନ୍ତରେ ଉତ୍କର୍ଷତା ପାଇଁ ସ୍ଵାଧୀନତା ଦିବସ ଅବସରରେ ଦେଶର ୧୫୧ ଜଣ ପୋଲିସ ଅଧକାରୀଙ୍କୁ ପଦକ ପ୍ରଦାନ କରାଯିବ। ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। ସର୍ବଭାରତୀୟ ସ୍ତରରେ ପଦକ ପାଇବାକୁ ଥିବା ପୋଲିସ ଅଧିକାରୀଙ୍କ ମଧ୍ୟରେ ଓଡ଼ିଶାର ୪ ଜଣ…