ଭାରତୀୟ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ପାଇଲଟ ଶହୀଦ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବୁଧବାର ଜମ୍ମୁ-କଶ୍ମୀରର ବଡ଼ଗାମ୍ରେ ଭାରତୀୟ ଯୁଦ୍ଧ ବିମାନ ମିଗ୍-୨୧ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଏଥିରେ ୨ ପାଇଲଟ୍ ଶହୀଦ୍ ହୋଇଥିବା କୁହାଯାଉଛି । ତେବେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ପାଇଲଟ ଦ୍ବୟଙ୍କ ପରିଚୟ ମିଳି ପାରିନାହିଁ ।…