Browsing Tag

18-kg-ganja-and-2-arretsed-by-jajpur

କୁଆଖିଆ ପୋଲିସ ଦ୍ୱାରା ୧୮କେଜି ଗଞ୍ଜେଇ ଜବତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୁଆଖିଆ ଥାନା କୃଷ୍ଣପଡ଼ା ଛକ ନିକଟରୁ ଗୁରୁବାର ବିଳମ୍ୱିତ ରାତ୍ରିରେ କୁଆଖିଆ ପୋଲିସ ଗଞ୍ଜେଇ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ବଡକଇଁଚି ପଞ୍ଚାୟତ ଗରୁଆଳ ଗ୍ରାମର ରାଜକିଶୋର ସାହୁ ଓ ରାହାମ୍ବା ପଞ୍ଚାୟତ ଡିହକୁରାଂଶ…