Browsing Tag

15death

କେମିକାଲ ଫ୍ୟାକ୍ଟ୍ରିରେ ନିଆଁ ଲାଗି ଜିଅନ୍ତା ଜଳିଗଲେ ୧୫ ଜଣ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପାକିସ୍ତାନ କରାଚୀରେ ଭୀଷଣ ଦୁର୍ଘଟଣା ହୋଇଛି। କରାଚୀ ମେହେରାନ ସହରରେ ଥିବା କେମିକାଲ କାରଖାନାରେ ନିଆଁ ଲାଗିବାରୁ ପ୍ରାୟ ୧୫ ଜଣ ଜିଅନ୍ତା ଜାଳି ଯାଇଛନ୍ତି। ନିଆଁ ଲିଭାଇବା ସହ ମୃତଦେହ ବାହାର କରିବା ଜାରି ରହିଛି। ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଅନୁମାନ…