ବିଦ୍ୟୁତ ଟ୍ରାନ୍ତ୍ରଫର୍ମର ଫାଟି ୧୫ ମୃତ
ବିଦ୍ୟୁତ ଟ୍ରାନ୍ତ୍ରଫର୍ମର ଫାଟି ୧୫ ମୃତ । ଚମୋଲି ଜିଲ୍ଲା ଅଳକାନନ୍ଦା ନଦୀ ତଟରେ ଅଘଟଣ ଘଟିଥିବା ସୂଚନା ମିଳିଛି । ୧୫ ଜଣଙ୍କ ମୃତ୍ୟୁ ହୋଇଥବାବେଳେ ଅନେକ ଆହାତ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରୁ ୪ ଜଣ ପୋଲିସ କର୍ମଚାରୀ ଥିବା ଜଣାପଡିଛି ।
ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର…