Browsing Tag

ବ୍ଲାକ୍ ପାନ୍ଥର

ଓଡ଼ିଶାରେ ବ୍ଲାକ୍ ପାନ୍ଥର

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଓଡ଼ିଶା ରେ ପ୍ରଥମ ଥର ପାଇଁ ଠାବ ହେଲା ବ୍ଲାକ୍ ପାନ୍ଥର । ସୁନ୍ଦରଗଡ ଜିଲ୍ଲା ହେମଗିରି ବନାଞ୍ଚଳର ଗର୍ଜନପାହାଡ଼ ର ସଂରକ୍ଷିତ ଜଙ୍ଗଲ ରେ ଏକ କଳା ବାଘକୁ ଦେଖିବାକୁ ପାଇଛି ବନ ବିଭାଗ । ଏହି ସୂଚନା ଡାଃ ସନ୍ଦୀପ ତ୍ରିପାଠୀ ଆଇ ଏଫ ଏସ,ପିସିସିଏଫ(ୱାଇଲ୍ଡ ଲାଇଫ)…