ଥାନାକୁ ଗଲା ବିରଳ ଏଣ୍ଡୁଅ

0

ଥାନାକୁ ଗଲା ବିରଳ ଏଣ୍ଡୁଅ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେ ଜଣେ ବ୍ୟକ୍ତି ଗୋଟିଏ ବିରଳ ଏଣ୍ଡୁଅକୁ ଧରି ଠିଆ ହୋଇଥିବା ବେଳେ ପାଖରେ ଥିବା ଲୋକେ ପୋଲିସକୁ ଖବର ଦେଇଥିଲେ। ପରେ ପିସିଆର ଭ୍ୟାନ ଆସି ଏଣ୍ଡୁଅ ଏବଂ ଉକ୍ତ ଯୁବକଙ୍କୁ ଥାନାକୁ ନେଇ ଯାଇଥିବା ଦେଖିବାକୁ ମିଳିଛି। ତେବେ ସେ ବ୍ୟକ୍ତି ଜଣକ କିଏ ଏବଂ ସେ ଏହି ବିରଳ ଏଣ୍ଡୁଅକୁ କେଉଁଠୁ ପାଇଲେ ସେନେଇ କୌଣସି ସୂଚନା ମିଳିପାରିନି ।

Leave a comment