ବର୍ଷା ଦିନରେ ଖାଆନ୍ତୁ ଏହି ଫଳ, ବଢ଼ିବ ରୋଗ ପ୍ରତିରୋଧକ କ୍ଷମତା ସ୍ୱାସ୍ଥ୍ୟ By ଓଡିଶା ଫାଷ୍ଟ ବ୍ୟୁରୋ Last updated Jul 30, 2021 0 Share ବର୍ଷା ଦିନରେ ଅନେକ ପ୍ରକାର ରୋଗ ସଂକ୍ରମଣ ହୋଇଥାଏ। ଏଥିସହିତ ମୌସୁମୀ ଜ୍ୱର, ଥଣ୍ଡା ଓ କାଶ ହୋଇଥାଏ। ସେହିପରି ବର୍ଷା ଦିନରେ ଡେଙ୍ଗୁ, ହଇଜା ଓ ଟାଇଫଏଡ ଭଳି ଗମ୍ଭୀର ରୋଗ ମଧ୍ୟ ହୋଇଥାଏ। ତେବେ ମୌସୁମୀ ପରିବର୍ତ୍ତନ ଯୋଗୁଁ ଆମ ଶରୀରରେ ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି କମ ହୋଇଯାଇଥାଏ। ଏଥି ଯୋଗୁଁ ଆମକୁ ଏହି ମୌସୁମୀରେ ଅଧିକ ରୋଗ ହୋଇଥାଏ। କିନ୍ତୁ ଯଦି ଖାଦ୍ୟପେୟରେ ଧ୍ୟାନ ଦିଆଯାଏ ତେବେ ଆପଣ ରୋଗରେ ପଡ଼ିବାରୁ ରକ୍ଷା ପାଇପାରିବେ। Related Posts ସଫଳତା ପାଇଁ ନିଜର ଅନ୍ତର୍ନିହିତ ଗୁଣକୁ ବିକଶିତ… Mar 13, 2026 ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା… Mar 11, 2026 ଏହି ମୌସୁମୀରେ ଆପଣଙ୍କୁ ବେଶି ଫଳ ଓ ପନିପରିବା ଖାଇବା ଆବଶ୍ୟକ। ଏହା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢ଼ିବ ଓ ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁସ୍ଥ ରହିବେ। ତେବେ ଏହି ମୌସୁମୀରେ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ପାଇଁ ଦୈନିକ ଗୋଟିଏ ଫଳ, ଲିଚୁ, ପ୍ଲମ୍, ଡାଳିମ୍ବ, ବିଟ୍, କଲରା, ଲେମ୍ବୁ ଖାଇବା ଆବଶ୍ୟକ। FoodFruitsHealthRain 0 Share FacebookTwitterGoogle+ReddItWhatsAppPinterestEmail