କଟକରୁ ମହିଳା କ୍ରିକେଟର ନିଖୋଜ
ମହିଳା କ୍ରିକେଟର ନିଖୋଜ । କଟକର ଏକ ହେଟେଲରୁ ହୋଇଛନ୍ତି ନିଖୋଜ । ଆଠଗଡ ଅଞ୍ଚଳର ଗୁରୁଡିଝାଟିଆ ଥାନା କପୁରସିଂ ଜଙ୍ଗଲ ମିଳିଲା ଆକ୍ଟିଭା ଓ ହେଲମେଟ ।ସିନିୟର ମହିଳା ଟିମର ଚୟନ ଲାଗି କ୍ୟାମ୍ପରେ ଯୋଗ ଦେଇଥିଲେ ରାଜଶ୍ରୀ । ଟିମ ଚୟନରୁ ବାଦ ପଡ଼ିଥିଲେ ପୁରୀ ରାମଚଣ୍ଡୀ ବାସିନ୍ଦା ରାଜଶ୍ରୀ ।