ରୋଜଗାର କମ ହେଉଥିଲେ କରନ୍ତୁ ଏହି ଗୋଟିଏ ଉପାୟ, ଘରେ ହେବ ଧନବର୍ଷା

0

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ଦୁନିଆରେ କମ ପରିଶର୍ମ କରି କିଏ ବା ଟଙ୍କା ଅଧିକ ରୋଜଗାର କରିବାକୁ ନଚାହେ , ଧନର ଆବସ୍ୟକତା ସଭିଙ୍କର ଜୀବନରେ ରହିଛି , ଘରେ ଧନ ବୃଧି ପାଇବା ପାଇଁ ଚତ୍ମକାର ଉପାୟ ମଧ୍ୟ ଶାସ୍ତ୍ର ରେ ବର୍ଣ୍ଣତି ହୋଇଛି । ପ୍ରତେକ ଘରେ ଆବସ୍ୟକତା ଜିନିଷ ମେଣ୍ଟାଇବା ପାଇଁ ଦନର ଅତ୍ୟନ୍ତ ଆବସ୍ୟକ ହୋଇଥାଏ , କିନ୍ତୁ ଯେବେ ମଣିଷ ପାଖରେ ଧନର ଅଭାବ ଦେଖା ଦିଏ ସେ ବହୁତ ଚିନ୍ତିତ ହୋଇପଡେ , ତେବେ ଆଜି ଆମେ ଜାଣିବା ଗୋଟିଏ ଛଟିଆ ଉପାୟ ବିସୟରେ ଯାହା ଦ୍ୱାରା ଘରେ ଧନର ବୃଦ୍ଧି ହୋଇ ପାରିବ । ବନ୍ଧୁଗଣ ଆପଣ ସରକାରୀ ଚାକିରୀଆ କିମ୍ବା ବ୍ୟବସାଇ ହୋଇଥାନ୍ତୁ କିମ୍ବା ଆପଣ ଦିନ ମଜୁରିଆ ହୋଇଥାନ୍ତୁ ଏହି ଉପାୟ କରିବା ଦ୍ୱାରା ଘରେ ଧନର ବୃଦ୍ଧି ହୋଇ ପାରିବ ଯାହା ଆପଣଙ୍କର ସୁଖ ସମୃଦ୍ଧି ବଢାଇବା ସହ ଘରେ ଖୁସୀର ବାତା ବରଣ ରହିବ ।

ତେବେ ଆସନ୍ତୁ ଜାଣିବା ସେହିଁ ଉପାୟ ବିସୟରେ ପ୍ରଥମେ ଏକ ପିତଳ ଢାଳକୁ କିଣି ଆଣିବେ ସେହିଁ ଢାଳକୁ ଘରେ ଭଲରେ ସଫା କରି ଧୋଇବେ କିଛି ମୁଦ୍ରାକୁ ଆଣିବେ ଯେପରି ମୁଦ୍ରା ଗୋଡିକ ନୂଆ ଥିବା ଦରକାର , ମୁଦ୍ରା ଗୋଡିକୁ ଭଲସେ ସଫା କରିବା ପରେ ପିତଳ ପାତ୍ରରେ ପରିସ୍କାର ଜଳକୁ ଭରିଦେବେ ଏବଂ ସେଥିରେ ଖିଥିବା ମୁଦ୍ରା ଗୋଡିକୁ ଢାଳ ଭତରକୁ ପୁରାଇ ପୁଣି ଥରେ ଭଲ ଭାବରେ ଧୋଇବେ ଏବଂ ସେହିଁ ମୁଦ୍ରା ଗୋଡିକୁ ଢାଶରୁ ବାହାର କରି ଅନ୍ୟ ଏକ ପାତ୍ରରେ ରଖିବା ପରେ ସେହିଁ ଢାଳ ଓ ମୁଦ୍ରାକୁ କପଡା ସାହାଯ୍ୟ ରେ ପୁଛିଦେବେ ତା ପରେ ଉଭୟ ଢାଳ ଓ ମୁଦ୍ରା ଗୋଡିକ ଉପରେ ପଞ୍ଚା ଅମୃତ ଛିଞ୍ଚି ଦେବେ ।

ଏବଂ ସେହିଁ ମୁଦ୍ରା ଗୋଡିକୁ ସେହିଁ ପିତଳ ଢାଳରେ ପୁରାଇବେ ଏବଂ ଠିକ୍ ଉପରକୁ ଦେଖାଯିବା ଦରକାର , ସେହିଁ ଢାଳ ପାତ୍ରକୁ ନେଇ ଆପଣଙ୍କ ଘର ପଶ୍ଚିମ ପଟରେ ଘର ଭିତରେ ନେଇ ଏକ କଣରେ ରଖିଦେବେ ଦେଖିବେ ତା ପରେ ଆପଣଙ୍କର କୈଣସି ଧନର ଅଭାବ ଦେଖାଯିବ ନାହିଁ ।

Leave a comment