ଭୁବନେଶ୍ୱର ଅରେଞ୍ଜରୁ ହେଲା ରେଡ଼ ଜୋନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ହେଲା ରେଡ଼ ଜୋନ । ଖୋର୍ଦ୍ଧା ଜିଲ୍ଲାର ଅନ୍ୟ ସମସ୍ତ ସ୍ଥାନ ଅରେଞ୍ଜ ଜୋନରେ ଥିବାବେଳେ ଭୁବନେଶ୍ୱର ମହାନଗର ନିଗମକୁ ରେଡ଼ ଜୋନରେ ରଖିଛନ୍ତି ରାଜ୍ୟ ସରକାର । ରେଡ଼ ଜୋନରେ ଭୁବନେଶ୍ୱର ଚତୁର୍ଥ ସ୍ଥାନରେ ରହିଥିବା ବେଳେ ପ୍ରଥମ ୩ଟି ସ୍ଥାନରେ ଭଦ୍ରକ, ବାଲେଶ୍ଵର ଓ ଯାଜପୁର ରହିଛି । ଏନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

Leave a comment