ଟୁଇନ୍ ସିଟିରେ ଚାଲିଲା ଓଲା କ୍ୟାବ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜିଠାରୁ ଟୁଇନ୍ ସିଟିରେ ଚାଲିବ ଓଲା କ୍ୟାବ୍ ସେବା। ଜରୁରୀକାଳୀନ ସେବା ପ୍ରଦାନ ପାଇଁ ଓଲାକୁ ପାସ୍ ମିଳିଛି। ଭୁବନେଶ୍ୱର ଓ କଟକ ପାଇଁ ୧୦୦ଟି ଓଲା କାରକୁ କମିଶନରେଟ୍ ପୋଲିସ ପକ୍ଷରୁ ପାସ୍ ଦିଆହୋଇଛି। କେବଳ ମେଡିକାଲ ଏମର୍ଜେନ୍ସି ଲୋକଙ୍କୁ ନେଇପାରିବେ। ସାମାଜିକ ଦୂରତ୍ୱ ନିୟମ ମାନି କାରରେ କେବଳ ୨ ଜଣ ଯାତ୍ରୀ ପରିବହନ କରିପାରିବେ।

Leave a comment