କଳାହାଣ୍ଡିରୁ ଚିହ୍ନଟ ହେଲେ ରାଜ୍ୟର ୨୧ ନମ୍ବର କରୋନା ଆକ୍ରାନ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଆଉ ଜଣେ କରୋନା  ରୋଗୀ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ୨୧କୁ ବୃଦ୍ଧି ପାଇଲା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ୩୦୪ ନମୂନା ପରୀକ୍ଷା  ହୋଇଥିଲା।

ସେଥିରୁ ଗୋଟିଏ ପଜିଟିଭ ଆସିଛି। ଯୁବକ ଜଣକ କଳାହାଣ୍ଡି ର ବୋଲି ଜଣାପଡିଛି। ସେ ବହାରିନ ରୁ ଫେରିଥିବା ରାଜ୍ୟ ସ୍ବ।ସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave a comment