ଶରୀରରେ ଜଳର ଅଭାବ ହେଲେ ଦେଇ ଥାଏ ଏହିସବୁ ସଂକେତ, ଏହାକୁ ଅଣଦେଖା କରନ୍ତୁ ନାହିଁ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଜଣେଇବୁ ଶରୀରରେ ଜଳ ର ଅଭାବ ହେଲେ କେଉଁ ସବୁ ଲକ୍ଷଣ ଦେଖା ଯାଇଥାଏ। ଆମ ଶରୀର ଦିନସାରା ଅନେକ କାର୍ଯ୍ୟ କରିଥାଏ। ତାଭିତରୁ ୯୦ ପ୍ରତିଶତ ଏପରି କାର୍ଯ୍ୟ ରହିଥାଏ, ଯାହାର ଖବର ଆମେ ମଧ୍ୟ ପାଇ ନଥାଉ। କାରଣ ତାହା ସବୁ ଆମ ଶରୀର ଭିତରର କ୍ରିୟା ଅଟେ। ଯେମିତିକି ହଜମ ହେବା, ର-କ୍ତ ତିଆରି ରହିବ, ଶରୀରରୁ ବି-ଷା-କ୍ତ ପଦାର୍ଥ ବାହାର କରିଥାଏ। ଏହି କାର୍ଯ୍ୟ ଆମ ଶରୀରରେ ସର୍ବଦା ଚାଲି ରହିଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି ଶରୀରକୁ ଜଳ ସେତିକି ଆବଶ୍ୟକ ଯେତିକି ଗାଡିକୁ ଇନ୍ଧନ। କାରଣ ଆମ ଶରୀରରେ ୬୫ ପ୍ରତିଶତ ଜାଲରେ ତିଆରି ହୋଇଛି। ମଣିଷ ଶରୀରର ପ୍ରତ୍ୟେକ କୋଷ ପାଣିରୁ ତିଆରି ହୋଇଥାଏ। ଏଥିପାଇଁ ଶରୀରରେ ଜଳର ମାତ୍ରା ରହିବା ଆବଶ୍ୟକ। ଏବେ ଆପଣ ଜାଣି ପାରୁ ଥିବେ ଆମ ଶରୀର ପାଇଁ ଜଳ କେତେ ଆବଶ୍ୟକ। କିନ୍ତୁ ଯଦି ଆପଣ ଜଳ ଅଳ୍ପ ପିଇବେ ତାହେଲେ ଶରୀର ପାଇଁ ହାନିକାରକ ଅଟେ। ପ୍ରତ୍ୟେକ ଦିନ ବ୍ୟକ୍ତିକୁ ଆବଶ୍ୟକ ପରିମାଣ ରେ ପାଣି ପିଇବା ଉଚିତ। ତେବେ ହାରାହାରି ଜଣେ ପ୍ରାପ୍ତ ବୟସ୍କ ମଣିଷ ୩ ରୁ ୪ ଲିଟର ପାଣି ପିଇବା ଉଚିତ। କୌଣସି ବ୍ୟକ୍ତିର ଷ୍ଟୋନ ସମସ୍ୟା ଥିଲେ ଯେପରି ଶରୀର ରୁ ୧.୦୫ ଲିଟର ପରିସ୍ରା ନିଷ୍କାସିତ ହୋଇଯାଏ। ଶାରୀରିକ ପରିଶ୍ରମ କରୁଥିବା ବ୍ୟକ୍ତି ଅଧିକ ପାଣି ପିଇବା ଦରକାର। ଶରୀରର ମେଟାବୋଲିଯିମ ଓ ହଜମ କ୍ରିୟା ପାଇଁ ଦରକାର ହୋଇଥାଏ। ପର୍ଯ୍ୟାପ୍ତ ପାଣି ପିଇଲେ ମୁହଁରେ ଶୁଷ୍କତା ଦେଖା ଦିଏ ନାହିଁ। ବୟସର ପ୍ରଭାବ ଖୁବ୍ ଶୀଘ୍ର ପଡେ ନାହିଁ। ଅନେକଙ୍କ କ୍ଷେତ୍ରରେ ଅଳ୍ପ ପାଣି ପିଇବା ମେଦବହୁଳତାର କାରଣ ହୋଇଥାଏ। ଆବଶ୍ୟକ ମାତ୍ରାରେ ଜଳ ସେବନ କରନ୍ତୁ ଓ ସୁସ୍ଥ ରୁହନ୍ତୁ।
ଏବେ ଆମେ ଜାଣିବା ଶରୀରରେ ଜଳର ଅଭାବ ହେଲେ କେଉଁ ସବୁ ଲକ୍ଷଣ ଦେଖା ଦେଇଥାଏ।
ପରିସ୍ରା ଅଳ୍ପ ହେବା : ଜଣେ ଦିନରେ ୬-୭ ଥର ପରିଶ୍ରମ ଯିବା ଆବଶ୍ୟକ। ଏପରି ହେଉ ନଥିଲେ ପାଣି ପିଇବା ବଢ଼ାନ୍ତୁ।
ଯଦି ପ୍ରତ୍ୟେକ ଦିନ ଭଲ କ୍ରିମ ଲଗେଇବା ପରେ ମଧ୍ୟ ତ୍ୱଚ଼ା ଶୁଷ୍କ ରହୁଚି ତାହେଲେ ଶରୀରରେ ପାଣିର ଅଭାବ ବୋଲି ଜାଣିବେ।
ଯଦି ପ୍ରତ୍ୟେକ ଦିନ ଭଲ କ୍ରିମ ଲଗେଇବା ପରେ ମଧ୍ୟ ତ୍ୱଚ଼ା ଶୁଷ୍କ ରହୁଚି ତାହେଲେ ଶରୀରରେ ପାଣିର ଅଭାବ ବୋଲି ଜାଣିବେ।
ପାଣି ଅଭାବ ହେଲେ ସାଧରତଃ ଆଣ୍ଠୁ ଗଣ୍ଠି ର ସମସ୍ୟା ଦେଖା ଦେଇଥାଏ। ପ୍ରାୟତଃ ଲୋକେ ଜିମ ଯାଇ ସାରି ସଠିକ ପରିମାଣ ରେ ପାଣି ନ ପିଇବା ଯୋଗୁଁ ମାଂସପେଶୀ ରେ ଯ-ନ୍ତ୍ର-ଣା ହୋଇଥାଏ।