ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁପତ୍ର ବିଭାଗର ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ରାଇଡ ରେଡ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶା ଅଣ ଗେଜେଟ ବନ ସେବାସଂଘ ସଭାପତି ଜଗବନ୍ଧୁ ପାତ୍ରଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ । ଜଗବନ୍ଧୁ ବୌଦ୍ଧ କେନ୍ଦୁପତ୍ର ବିଭାଗର ଫରେଷ୍ଟର ଅଛନ୍ତି ।

ସୂଚନା ଅନୂଯାୟୀ, ବୌଦ୍ଧ ଥାନା ଅନ୍ତର୍ଗତ ରାଇଠାଣି ଗାଁ ନିକଟରେ ଥିବା ଜଗବନ୍ଧୁଙ୍କର ୨ଟି ବାସଭବନ, ଭଡା ଦିଆଯାଇଥିବା କାର୍, ସୋରୁମ୍ ଏବଂ ସମ୍ପର୍କୀୟଙ୍କ ଘରେ ବୌଦ୍ଧ ଓ ଫୁଲବାଣୀ ଭିଜିଲାନ୍ସର ମିଳିତ ଚଢାଉ ଜାରି ରଖିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏହି ଚଢ଼ାଉ କରିଛି ।

Leave a comment