ରାଜ୍ୟ ସରକାରଙ୍କ ପ୍ରୟାସକୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ରାଜ୍ୟ ସରକାରଙ୍କ ପ୍ରୟାସକୁ ପ୍ରଶଂସା କଲେ କେନ୍ଦ୍ର ରେଳ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଓଡ଼ିଶା ପ୍ରତି ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜାରି ରଖିଥିବା ସମ୍ମିଳନୀକୁ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ନିବେଶ ଆସିଲେ ରାଜ୍ୟର ହେବ ବିକାଶ । ରାଜ୍ୟର ଅର୍ଥନିତୀରେ ଅହେତୁକ ବିକାଶ କରିବା ଦିଗରେ ସରକାର ଆପଣାଇଥିବା ପ୍ରୟାସକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ।
ପୁରୀ ଗସ୍ତରେ ଆସି ମୁମ୍ବାଇରେ ଓଡ଼ିଶା କରିଥିବା ନିବେଶକ ସମ୍ମିଳନୀ ସମ୍ପର୍କରେ ପ୍ରତିକ୍ରିୟା ରଖିଛ୍ତି ରେଳ ମନ୍ତ୍ରୀ । ଏହି ପ୍ରୟାସ ସ୍ବାଗତ ଯୋଗ୍ୟ ଓ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ସାବାସୀ ଦେଇଛନ୍ତି ।