ଟି-୨୦ ବିଶ୍ବକପ ପାଇଁ ଘୋଷଣା ହେଲା ଭାରତୀୟ ଦଳ
ଘୋଷଣା ହେଲା ଭାରତୀୟ ବିଶ୍ବକପ ଦଳ । ବିସିସିଆଇ ଟି-୨୦ ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ରୋହିତ ଶର୍ମାଙ୍କ ନେତୃତ୍ବରେ ଖେଳିବ ଟିମ ଇଣ୍ଡିଆ । ଭାରତୀୟ ଦଳରେ ରୋହିତ ଶର୍ମା (ଅଧିନାୟକ),ହାର୍ଦ୍ଦିକ ପାଣ୍ଡ୍ୟା(ଉପଅଧିନାୟକ)ଙ୍କ ସହ ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଯଶସ୍ବୀ ଜୟସ୍ବାଲ,ରିଷଭ ପନ୍ତ, ରବିନ୍ଦ୍ର ଜାଡେଜା, ଯୁଜଭେନ୍ଦ୍ର ଚହଲ, ମହମ୍ମଦ ସିରାଜ, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ଶିବମ ଦୁବେ ,ସଞ୍ଜୁ ସାମସନ ଏବଂ ଅର୍ଶଦୀପ ସିଂ, ଅକ୍ଷର ପଟେଲ ଦଳରେ ସାମିଲ ଅଛନ୍ତି ।
Related Posts
ସେହିପରି ରିଜର୍ଭ ଖେଳାଳି ଭାବେ – ଶୁବମନ ଗିଲ, ରିଙ୍କୁ ସିଂ, ଖଲିଲ ଅହମ୍ମଦ ଏବଂ ଆବେଶ ଖାନଙ୍କୁ ଦଳ ଚୟନ କରିଛି ।