ସାଲିଆ ସାହିରେ ଉତ୍ତେଜନା

0

ଭୁବନେଶ୍ବରର ସାଲିଆ ସାହିରେ ଉତ୍ତେଜନା। ଜବର ଦଖଲ ଉଚ୍ଛେଦ ବେଳେ ସ୍ଥାନୀୟ ବାସିନ୍ଦା ଙ୍କ ସହ ବିଏମସି କର୍ମଚାରୀ ଓ ପୋଲିସ ମୁହାଁମୁହିଁ।

ହକି ବିଶ୍ବକପ ପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ଜବର ଦଖଲ ଉଚ୍ଛେଦ ଚାଲିଛା। ଏହି କ୍ରମରେ ସାଲିଆ ସାହିରେ ଆଜି ଉଚ୍ଛେଦ କରାଯାଉଛି। ତେବେ ଜବରଦଖ ଉଚ୍ଛେଦକୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

Leave a comment