ଋଷିଆ: ଟିଭି ଚ୍ୟାନେଲ୍ ଉପରେ ପ୍ରତିବନ୍ଧକ ଲଗାଇଲା ୟୁଟ୍ୟୁବ୍
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆମେରିକା ଏବଂ ତା ସହଯୋଗୀମାନେ ରୁଷ ଉପରେ ସମସ୍ତ ପ୍ରକାର ପ୍ରତିବନ୍ଧକ ଲଗାଇଛନ୍ତି । ଅନେକ ବଡ କମ୍ପାନୀ ମଧ୍ୟ ଋଷ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଫେସ୍ବୁକ୍ ପରେ ବର୍ତ୍ତମାନ ଏହି ନିଷେଧା ଦେଶରେ ବଡ କମ୍ପାନୀ ଗୁଗୁଲର ନାମ ମଧ୍ୟ ଯୋଡା…