ଦଧିଚି ଫାର୍ମାସୀ କଲେଜ ଦ୍ୱାରା ଆୟୋଜିତ ଯୁବ ଫାର୍ମାସୀ ମହୋତ୍ସବ
ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ସାମ୍ପ୍ରତିକ ସମାଜରେ ଫାର୍ମାସୀ ମାନଙ୍କ ଭୂମିକା ଅନିର୍ବାର୍ଯ୍ୟ ହୋଇପଡିଛି । ସେମାନଙ୍କ ତ୍ୟାଗ ଅତୁଳନୀୟ । ଯୁବ ଫାର୍ମାସିଷ୍ଟ ମାନେ ଏକ ନୂତନ ଓ ସୁସ୍ଥ ସମାଜ ଗଠନରେ ସାମିଲ କରିବାକୁ ବିଶିଷ୍ଟ ବ୍ୟକ୍ତିମାନେ ମତ ପୋଷଣ କରିଛନ୍ତି । ବିଦ୍ୟା ବିହାର…