ଆରପାରିରେ ୟୁସୁଫ୍ ହୁସେନ୍
ବଲିଉଡ ଚଳଚ୍ଚିତ୍ରରେ ସପୋର୍ଟିଂ ଭୂମିକାରେ ଅଭିନୟ କରିଥିବା ତଥା ଅନେକ ଟିଭି ଜଣାଶୁଣା ଚେହେରା ବା ଭେଟେରାନ୍ ଅଭିନେତା ୟୁସୁଫ୍ ହୁସେନ୍ଙ୍କ ପରଲୋକ। ଗତ କାଲି ତାଙ୍କର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି। ଗତକାଲି ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇ ଲୀଳାବତୀ…