ସୁନ୍ଦର ଓ ଲମ୍ବା ନଖ ପାଇଁ ଆପଣାନ୍ତୁ ଘରୋଇ ଉପାୟ
ଆଜିକାଲି ମହିଳା ହୁଅନ୍ତୁ ବା ଯୁବତୀ ସଫା, ସୁନ୍ଦର ଓ ଲମ୍ବା ନଖ ରଖିବାକୁ ପ୍ରାୟତଃ ପସନ୍ଦ କରୁଛନ୍ତି । କିନ୍ତୁ ବେଳେବେଳେ ଏମିତି ବି ହୋଇଥାଏ, ନଖର ଉଚିତ୍ ଯତ୍ନ ନନେବା ଫଳରେ ନଖ ଭାଙ୍ଗିବା, ହଳଦିଆ ପଡବା ଆଦି ସମସ୍ୟା ଦେଖା ଦେଇଥାଏ । ଯାହା ଫଳରେ ନଖର ସୌନ୍ଦର୍ଯ୍ୟ ନଷ୍ଟ ହୋଇଥାଏ । ତେବେ…