ସକାଳୁ ଉଠି କରନ୍ତୁ ଏହି କାର୍ଯ୍ୟ, ଖୁସିରେ କାଟିବ ଜୀବନ, ଜୀବନରେ ଦେଖାଯିବନି କୌଣସି ଅସୁବିଧା
ଗରୁଡ଼ ପୁରାଣ ସନାତନ ହିନ୍ଦୁ ଧର୍ମର ଗୋଟିଏ ଏଭଳି ଗ୍ରନ୍ଥ ଯେଉଁଥିରେ ଜୀବନ ର ସାର ତତ୍ତ୍ଵ କୁ ଦର୍ଷ ଯାଇଛି । ଗରୁଡ଼ ପୁରାଣ ରେ ମୃତ୍ୟୁ ପୂର୍ବର ଓ ମୃତ୍ୟୁ ପରର ଘଟଣା କ୍ରମ ବିଷୟରେ ଦର୍ସା ଯାଇଥାଏ । ଗରୁଡ଼ ପୁରାଣ ହିନ୍ଦୁ ଧର୍ମର ୧୮ ଟି ପୁରାଣ ମାନଙ୍କ ମଧ୍ୟରୁ ଗୋଟିଏ । ଏହି ପୁରାଣ…