ଗର୍ଭଧାରଣ ସମୟରେ ଡିପ୍ରେସନ୍ ରେ ରହିଲେ ଏହି ରୋଗରେ ହେବାକୁ ପଡେ ଶିକାର
ଗର୍ଭଧାରଣ ସମୟରେ ଉଦାସୀନତା ବା ଡିପ୍ରେସନ୍ ହୃଦୟ ରୋଗ ସହ ଜଡିତ । ଆମେରିକାରେ ଏକ ଲକ୍ଷ ମହିଳାଙ୍କୁ ନେଇ କରାଯାଇଥିବା ଅନୁସନ୍ଧାନରୁ ଏପରି ତଥ୍ୟ ସାମ୍ନାକୁ ଆସିଛି । ଅନୁସନ୍ଧାନ ଅନୁଯାୟୀ, ଯେଉଁ ମହିଳାମାନେ ଗର୍ଭଧାରଣ ସମୟରେ ଉଦାସୀନତା ଅନୁଭବ କରିଥିଲେ, ସେମାନଙ୍କର ପ୍ରସବର ଦୁଇ ବର୍ଷ…